Anamika Nayika Babul Supriyo Song Download

thumb18875567 3

Anamika Nayika Babul Supriyo Odia Song Sung By Babul Supriyo And Released On 30th January 2020 Under Sarthak Films (P) Ltd, Music Given By Prem Anand, Lyrics Penned By Arun Mantri, 04:47 Is Total Duration Time Of "Babul Supriyo" – Anamika Nayika Song, Anamika Nayika song download Mp3

AlbumBabul Supriyo Hits 1
SingersBabul Supriyo
LyricistArun Mantri
Music ByPrem Anand
LabelSarthak Films (P) Ltd
Released On30 Jan, 2020

Anamika Nayika Song Lyrics

Lyrics By : Arun Mantri

ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା
ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା
ଚୁନା ଚୁନା ସପନରେ, ଅନାବନା ଭାବନାରେ
ଚୁନା ଚୁନା ସପନରେ, ଅନାବନା ଭାବନାରେ

ନିତି ଆସି ବଜାଏ ସେ ପାଦର ପାଉଁଜି ଆଉ
କାନର ଝୁମୁକା, କାନର ଝୁମୁକା
କାନର ଝୁମୁକା ଆଉ କାନର ଝୁମୁକା

ଝୁମ୍ ଝୁମ୍ ଝୁମୁକା, ଝୁମ୍ ଝୁମ୍ ଝୁମୁକା
ଝୁମ୍ ଝୁମ୍ ଝୁମୁକା, ଝୁମ୍ ଝୁମ୍ ଝୁମୁକା

ହୋ ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା

ଦେଖା ହୁଏ ସିନା ଭିଡ଼ରେ ମୋଡ଼ରେ, ଏକା ଦେଖା ହୁଏ ନାହିଁ
ମନ କଥା ସବୁ ଆଖିରେ ଆଖିରେ ତାକୁ କହିପାରେ ନାହିଁ
ହୋ ଦେଖା ହୁଏ ସିନା ଭିଡ଼ରେ ମୋଡ଼ରେ, ଏକା ଦେଖା ହୁଏ ନାହିଁ
ମନ କଥା ସବୁ ଆଖିରେ ଆଖିରେ ତାକୁ କହିପାରେ ନାହିଁ

ଅଧା ଅଧା କାହାଣୀରେ, ଚୋରା ଚୋରା ଚାହାଣୀରେ
ଅଧା ଅଧା କାହାଣୀରେ, ଚୋରା ଚୋରା ଚାହାଣୀରେ

ଏତିକି ମୁଁ ଜାଣେ ଖାଲି ତା ହସ ମୁକୁତା ଆଉ
ତା ଆଖି ଶାମୁକା, ତା ଆଖି ଶାମୁକା
ତା ହସ ମୁକୁତା ଆଉ ତା ଆଖୁ ଶାମୁକା

ଝୁମ୍ ଝୁମ୍ ଝୁମୁକା, ଝୁମ୍ ଝୁମ୍ ଝୁମୁକା
ଝୁମ୍ ଝୁମ୍ ଝୁମୁକା, ଝୁମ୍ ଝୁମ୍ ଝୁମୁକା

ହୋ ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା

ଦିନ ପରେ ରାତି ବିତୁଛି ଏମିତି, ପାରେ ନାହିଁ ତାକୁ ଛୁଇଁ
ଏ ଯାଏଁ ମୋ ପ୍ରେମ ଫୁଲତ ହେଇନି, ରହିଛି ସେ କଢ଼ି ହୋଇ
ହୋ ଦିନ ପରେ ରାତି ବିତୁଛି ଏମିତି, ପାରେ ନାହିଁ ତାକୁ ଛୁଇଁ
ଏ ଯାଏଁ ମୋ ପ୍ରେମ ଫୁଲତ ହେଇନି, ରହିଛି ସେ କଢ଼ି ହୋଇ

ଥରେ ଥରେ ନିରୋଳାରେ, ବେଳେ ବେଳେ ନିରବରେ
ଥରେ ଥରେ ନିରୋଳାରେ, ବେଳେ ବେଳେ ନିରବରେ

ଭାବୁଛି ମୁଁ ସିଏ ମୋର ମନର ମାନସୀ ଆଉ
ମାନିନୀ ମୋନିକା, ମାନିନୀ ମୋନିକା
ମାନିନୀ ମୋନିକା ଆଉ ମାନିନୀ ମୋନିକା

ଝୁମ୍ ଝୁମ୍ ଝୁମୁକା, ଝୁମ୍ ଝୁମ୍ ଝୁମୁକା
ଝୁମ୍ ଝୁମ୍ ଝୁମୁକା, ଝୁମ୍ ଝୁମ୍ ଝୁମୁକା

ହୋ ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା
ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା
ଅନାମିକା ନାୟିକା ସେ ହେଲା ମୋର ପ୍ରେମିକା

Anamika Nayika Song Video

https://youtube.com/watch?v=QXH0fZdHIMI

Leave a Reply